Jump to content

ଲୋକସ୍ଥିତ

ଉଇକିଅଭିଧାନ‌ରୁ

ଲୋକସ୍ଥିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(୬ଷ୍ଠୀ ତତ୍)

[ସମ୍ପାଦନା]
୧. ସଂସାରର ସ୍ଥାୟିତ୍ୱ ବା ରକ୍ଷା — ୧. The preaservation stability of the world.
୨. ମନୁଷ୍ୟବାସ —୨. Human residence.
୩. ମନୁଷ୍ୟସମାଜ —୩. Human society.
୪. ବିଶ୍ୱଜନନୀ ବିଧି —୪. An universallaw (Apte)
୫. ସାଂସାରିକ ଅବସ୍ଥିତି — ୫. Worldly existence (Apte).