ଲୋକହସା
ଦେଖଣା
ଲୋକହସା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୋକହାସ୍ୟତା)
[ସମ୍ପାଦନା]- ୧. ସର୍ବସାଧାରଣଙ୍କର ବିଦ୍ରୂପ —୧. Public disgrace; public scron or derision.
- ୨. ଲୋକପବାଦ —୨. Scandal.
- ୩. ହଟହଟା — ୩. Condition of being subjected to public scron.
(ଉ—ତଲାଳସାରେ ଲସି ପୁଣି ଏ କି ଲୋକହସାରେ—କବିସୂର୍ଯ୍ୟ. କିଶୋରୀଚମ୍ପୁ ଲଗୀତ)
=== ବିଶେଷଣ - (ସଂସ୍କୃତ - ଲୋକହସ୍ୟା)
ଲୋକସମାଜରେ ଉପହାସ୍ପାଦ; ହଟହଟା —Becoming the buttn-yend of public scron;scadalised; publicy disgraced; Derided by the world.