ଲୋକାଟ୍
ଦେଖଣା
ଲୋକାଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -(ଚୀନ ଦେଶୀୟ ଭାଷାର ଶବ୍ଦ; ଇରାଂଜୀ ଭାଷାରେ ଗୃହୀତ)
[ସମ୍ପାଦନା]ଗୋଲାପଜାମୁ ଜାତୀୟ ବୃକ୍ଷ ଓ ଫଳ— ବିଶେଷ —Loquat.
[ଦ୍ରଷ୍ଟବ୍ୟ —ଏ ଗଛ ଚୀନ୍ ଓ ଜାପାନ୍ ଦେଶରୁ ଭାରତକୁ ଅଣା ଯାଇ ଉଦ୍ୟାନରେ ଲଗା ଯାଇଅଛି ଓ ଏଥିର କୃଷି ହେଉଅଛି ଏଥିର ପତ୍ର ଲମ୍ୱ ଓ ମୁନିଆ, କେନ୍ଦୁପତ୍ରର ଆକାର; କିନ୍ତୁ କେନ୍ଦୁପତ୍ର ଅପେକ୍ଷା ବଡ଼ ଏ ଗଛ ୨୨୫: ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ଫଗୁଣ ଚୈତ୍ରରେ ଏ ଗଛ ବଉଳେ ଓ ବୈଶାଖରେ ଫଳେ ଏଥିର ଫଳ ବଡ଼ ବରକୋଳି ପରି; ଏହା ପାଚିଲେ ହଳଦିଆ ଓ ଏଥିରେ ଶସ ମିଠା ଓ ରୁଟିକର ହୁଏ ଶାହାରନପୁରର ଲୋକଟା ଉତ୍କୃଷ୍ଟ ଓ ମିଷ୍ଟ ଅଟେ ]