Jump to content

ଲୋକାଲ୍‌ବୋର୍ଡ଼୍ ମିଟିଙ୍ଗ୍

ଉଇକିଅଭିଧାନ‌ରୁ

ଲୋକାଲ୍ୱୋର୍ଡ଼୍ ମିଟିଙ୍ଗ୍

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Lokāl boṟḍ̠ miṭiṅg
  • ଆଇ.ପି.ଏ. — lˈɔ ˈokaɾ kˈɔ ˈakaɾ lˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈokaɾ ɾˈɔ hˈʌlˈʌntɔ r.ˈɔ hˈʌlˈʌntɔ mˈiʈiŋɡ

(ଲୋକାଲବୋର୍ଡ଼ ସଭା—ଦେଶଜ - ରୂପ)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ସାଧାରଣତଃ ମାସକେ ଥରେ ବୋଡ଼ର କାର୍ଯ୍ୟ ପରିଚାଳିନ ଓ ସଭାପତିଙ୍କୁ ପରାମର୍ଶ ଦେବାପାଇଁ ଆହୂତ ଲୋକାବୋଡ଼୍ ମେମ୍ୱରମାନଙ୍କ ସମ୍ମେଳନ ବା ଅଧିବେଶନ — A meeting of a Local Board.

[ଦ୍ରଷ୍ଟବ୍ୟ —ମାସିକ ସାଧାରଣ ମିଟିଙ୍ଗକୁ ଇଂରାଜୀ ଶବ୍ଦ ପ୍ରୟୋଗପୂର୍ବକ ଅଡ଼ିନେରି ମିଟିଙ୍ଗ (Ordinary meeting)ଏବଂ ବିଶେଷ କାର୍ଯ୍ୟ ଉପଲକ୍ଷରେ ଆହୂତ ମିଟିଙ୍ଗ୍କୁ ସ୍ପେସଲ (Special) ଓ ପ୍ରତି ବର୍ଷ ମିଚିଙ୍ଗ୍ ଆୟ ବ୍ୟୟର ଅଟକଳ ଫର୍ଦ୍ଦ (Budget) ଆଲୋଚନା କରିବା ପାଇଁ ଆହୂତ ଆଧିବେଶନକୁ ବଜେଟ୍ (Budget) ମିଟିଙ୍ଗ୍ ବୋଲାଯାଏ ]