ଲୋକାଲ୍ ଗଭର୍ଣ୍ଣମେଣ୍ଟ୍
ଦେଖଣା
ଲୋକାଲ୍ ଗଭର୍ଣ୍ଣମେଣ୍ଟ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲୋକାଲ୍ ଗଭର୍ଣ୍ଣମେଣ୍ଟ୍
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ଇଂରାଜ ଶାସିତ ଭାରତ— ବର୍ଷର ଭିନ୍ନ ଭିନ୍ନ ପ୍ରଦେଶର ରାଜ୍ୟଶାସନ ବିଭାଗ —The Local Goverment of a Province of British India.
[ଦ୍ରଷ୍ଟବ୍ୟ —ପ୍ରତ୍ୟେକ ଭାରତୀୟ ପ୍ରଦେଶର ଶାସନ ପାଇଁ ଜଣେ ରାଜପ୍ରତିନିଧି ଅଛନ୍ତି ତାଙ୍କର ବିଶିଷ୍ଟ ଉପାଧି ଅଟେ ଯଥା— ଗଭର୍ଣ୍ଣର୍ ବ ଲାଟ୍ (Governor). ଏହାଙ୍କୁ ଶାସନ କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ସରକାର
ଗୋଟିଏ ଶାସନକାରୀ (Executive Council) ନିଯୁକ୍ତ କରିଅଛନ୍ତି ଓ ସ୍ନାୟତ୍ତଶାସନ କାର୍ଯ୍ୟରେ ପରାମର୍ଶ ଦେବାପାଇଁ ଜଣ କେତେସାଧାରଣ ନିର୍ବାଚିତ ମନ୍ତ୍ରୀ (Ministers ଅଛନ୍ତି ଓ ପ୍ରଦେଶର ଆଇନ୍ ପ୍ରଣୟନ କାର୍ଯ୍ୟରେ ପରାମର୍ଶ ଦେବା ପାଇଁ ବ୍ୟବସ୍ଥାପକ ସଭା ଅଛି ]