ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ ଆଇନ୍
ଦେଖଣା
ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ ଆଇନ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଲୋକାଲ୍ ସେଲ୍ଫ ଗଭର୍ଣ୍ଣମେଣ୍ଟ ଆଇନ୍
|
[ଲୋକାଲ୍ ସେଲ୍ ଗଭର୍ଣ୍ଣମେଣ୍ଟ ଆକ୍ଟ—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ସରକାରଙ୍କ—ଦ୍ୱାରା ବିଧିବଦ୍ଧ ଯେଉଁ ଆଇନଦ୍ୱାରା ସହର ଓ ମଫଲସବାସୀ ଜନସାଧରଣଙ୍କ ପ୍ରତିନିଧିମାନେ କେତେକ ନିର୍ଦ୍ଧିଷ୍ଟ ବିଷୟ ବୁଝାସୁଝା କରନ୍ତି —Local self-Goverment Act.
[ଦ୍ରଷ୍ଟବ୍ୟ —ପୂର୍ବେ ଏ ସବୁ କାର୍ଯ୍ୟ ଗଭର୍ଣ୍ଣମେଣ୍ଟ ନିଜ କର୍ମଚାରୀଙ୍କଦ୍ୱାରା ଚଳାଉଥିଲେ ଭାରତବର୍ଷର ଲୋକବତ୍ସଳ ବଡ଼ଲାଟ ଲଡ଼ ରିପନ୍ (ଖ୍ରୀ. ୧୮୮-୮୪: ) ପ୍ରଥମେ ଦେଶବାସୀଙ୍କୁ ଏମାନେ ଚଳାଇବାର ଭାର ଅର୍ପଣ କରିବା ପାଇଁ ଆଇନ୍ ପ୍ରଣୟନ କଲେ ଏହି ସମୟରୁ ଏହି ଆଇନ୍ କ୍ରମଶଃ ସଶୋଧିତ, ପରିବର୍ତ୍ତିତ, ପରିବର୍ଦ୍ଧିତ, ସଂସ୍କୃତ ଓବିକୃତ ହୋଇ ତଦ୍ଦ୍ୱାରା ଦେଶର ମଫସଲର ଡ଼ିଷ୍ଟ୍ରିକ୍ଟ୍ ବୋଡ଼୍ ଓ ସହରର ମିଉନିସିପାଲଟି— ମାନ ପରିଚାଳିତ କରି ବା ବାଜେ କାମମାନ ଶିଖିବା ବିଷୟରେ ଖଣ୍ଡିଉଡ଼ା ଦେଉଅଛନ୍ତି ମାତ୍ର ]