Jump to content

ଲୋକାଲ ଟାଇମ୍

ଉଇକିଅଭିଧାନ‌ରୁ

ଲୋକାଲ ଟାଇମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

କୌଣସି ସ୍ଥାନରେ ସୂର୍ଯ୍ୟଦୟ ଓ ସୂର୍ଯ୍ୟସ୍ତଦ୍ୱାରା ନିଣ୍ଣିତ ସମୟ —Loacl time (as oposed to standard time).

[ଦ୍ରଷ୍ଟବ୍ୟ —ଭାରତବର୍ଷର ସବୁ ରେଳଷ୍ଟେସନ — ମାନଙ୍କରେ ଏକ ନିର୍ଦ୍ଧାରିତ ଟାଇମ୍ ଅନୁସାରେ ସମୟ ଗଣା ହୁଏ କଟକରେ ମଧ୍ୟ ଷ୍ଟାଣ୍ଡାର୍ଡ଼ ଟାଇମ୍ ଅନୁସାରେ ସବୁ କାର୍ଯ୍ୟାଳୟମାନ ପରିଚାଳିତ ହୁଏ ରେଳ ପ୍ରଚଳିତ ଷ୍ଟାଣ୍ଡାର୍ଡ଼ ଟାଇମ୍ କଲିକତାର ଲୋକାଲ ଟାଇମ୍ ଅପେକ୍ଷା ୨୪: ମିନିଟ୍ ସ୍ଳୋ ବା ବିଳମ୍ୱ ବା ପଛ ଅର୍ଥାତ୍, କଲିକତାର ଲୋକାଲ୍ ଟାଇମ୍ ସକାଳ ୭ଟା ବେଳେ ଷ୍ଟାଣ୍ଡାର୍ଡ଼ ଟାଇମ୍ ୭ଟା ବାଜି ୨୪: ମିନିଟ୍ ଷ୍ଟାଣ୍ଡାର୍ଡ଼ ଟାଇମ୍ ମାନ୍ଦ୍ରାଜର ଲୋକାଲ୍ ଚାଇମ୍ ଅପେକ୍ଷା ୯ ମିନିଟ୍ ଫାଷ୍ଟ୍ ବା ଆଗ, ଦିଲ୍ଲୀର ଲୋକାଲ୍ ଟାଇମ ଅପେକ୍ଷା ୨୨: ମିନିଟ୍ ଆଗ, ବମ୍ୱେ ଟାଇମ୍ ଅପେକ୍ଷା ୩ ମିନିଟ୍ ଆଗ ଓ ବିଲାତର ଗ୍ରୀନ୍ର୍ ଲୋକଙ୍କର ଟାଇମ୍ ଅପେକ୍ଷା ୫ ଘଣ୍ଟା ପଛ—ରେଳବେ. ଟାଇମ୍ ଟେବ୍ଲ୍ ]