Jump to content

ଲୋକାଳୟ

ଉଇକିଅଭିଧାନ‌ରୁ

ଲୋକାଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଲୋକମାନଙ୍କର ବାସସ୍ଥାନ ବା ବସତି —୧. Human residence.
୨. ଜନପଦ; ଗ୍ରାମ —୨. Vilage.
୩. ସହର — ୩. A town.