Jump to content

ଲୋକାୟତିତ

ଉଇକିଅଭିଧାନ‌ରୁ

ଲୋକାୟତିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ (ଲୋକାୟତ+ଇତ)

[ସମ୍ପାଦନା]
୧. ଚାର୍ବାକ ମତାଲମ୍ୱୀ —୧. Holding the athei stic view of sage Chārbāka
୨. ନାସ୍ତିକ — ୨. Atheistic.

ବିଶେଷ୍ୟ -

[ସମ୍ପାଦନା]

ଚାର୍ବାତ ମୁନି —The sage Chārbāka who preached the atheistic system of Philosophy.

[ଦ୍ରଷ୍ଟବ୍ୟ —ଚାର୍ବକଙ୍କ ଦର୍ଶନ ନାସ୍ତିକତା ଉପରେ ପ୍ରତିଷ୍ଠିତ ଏହାଙ୍କର ମତ— "ଯବଜ୍ଜୀବେତ ସୁଖଂ ଜୀବତ୍, ଋଣଂ କୃତା ଘୃତ. ପୀବେତ୍; ଭସ୍ମୀଭୁତସ୍ୟ ଦେହସ୍ୟ ପୁନରାବର୍ତ୍ତନଂ କୁତଃ ?" ଅର୍ଥାତ୍ ସଂସାରରେ ଜନ୍ମ ଲଭି ଋଣ କରି ମଧ୍ୟ ଘିଅ ଖାଅ ଖାଅ, ପିଅ, ମଉଜ କର; ଏ ଜୀବର ପୁନର୍ଜନ୍ମ ନାହିଁ ଏହାଙ୍କ ମତ ସଙ୍ଗେ ଗ୍ରୀସ୍ ଦେଶରେ ପଣ୍ଡିତ ଏପିକ୍ୟୁରସଙ୍କ ମତର ସାମଞ୍ଜସ୍ୟ ଅଛି ତାଙ୍କର ଉପଦେଶ ମଧ୍ୟ ଖାଅ, ପିଅ, ମଉଜ କର = Eat;drink and be merry ଚାର୍ବକ ପରଲୋକ ସ୍ୱୀକାର କରୁ ନ ଥିଲେ ]