Jump to content

ଲୋକେ

ଉଇକିଅଭିଧାନ‌ରୁ

ଲୋକେ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବହୁବଚନ)—(ସଂସ୍କୃତ - ଲୋକ ଶବ୍ଦର ପ୍ରଥମାବିଭକ୍ତି ବହୁବଚନ ଲୋକାଃ; ୭ମୀ ବିଭକ୍ତି ଏକବଚନ ଲୋକେ)

[ସମ୍ପାଦନା]
୧. ମନୁଷ୍ୟମାନେ; ଲୋକମାନେ —୧. Men.
୨. ସଂସାର ଲୋକେ; ସର୍ବସାଧାରଣ —୨. The general public.
୩. କେତେକ ବ୍ୟକ୍ତି —୩. Some people.
୪. ଲୋକ ସମାଜ —୪. The socitey,

[ଦ୍ରଷ୍ଟବ୍ୟ —ଲୋକେ କହନ୍ତି ମୁଁ ବାୟା,କିନ୍ତୁ ମୁଁ ଜାଣେ ମୁଁ ବାୟା ନୁହେଁ ଲୋକେ ମୋ ନାଆଁରୋ କେତେ କଥା ରଟନା କରୁଅଛନ୍ତି ତୁ ଶେଷରେ ଭରୀ ହଟହଟା ହେବୁ ଲୋକେ ଦେଖିବେ ମାଇପେ ଗାଳି ଦିଅନ୍ତି 'ତୋ ଠେଇଁ ପୋକାଇ ପଡ଼ୁ,ଲୋକେଇ ଦେଖନ୍ତୁ ']