ଲୋକୈଷଣା
ଦେଖଣା
ଲୋକୈଷଣା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ସାଂସାରିକ ଅଭ୍ୟୁଦୟର କାମନା (ହିନ୍ଦୀ - ଶ.) — ୧. Desire for worldly prosperity.
- ୨. ପ୍ରତିଷ୍ଠାର ବା ଯଶର କାମନା (ହିନ୍ଦୀ - ଶ.) — ୨. Desire for attaining celebrity.
- ୩. ସ୍ୱର୍ଗଲାଭ ବା ସ୍ୱର୍ଗ ସୁଖ ପା କାମନା (ହିନ୍ଦୀ - ଶ) —୩. Desire for heaven or heavenly bliss. (Apte).