ଲୋକୋ
ଲୋକୋ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଲୋକୋ ଡିପାର୍ଟମେଣ୍ଟ—ଅନ୍ୟରୂପ)
ବୈଦେଶିକ - ବି(ଇଂ) (ରେଳ ଶବ୍ଦ)
[ସମ୍ପାଦନା]ରେଲ ଇଲାକାର ରେଳଗାଡ଼ି ସମ୍ୱନ୍ଦିୟ ବିଭାଗ —Loco (Department of the Railway)
[ଦ୍ରଷ୍ଟବ୍ୟ —ଏହି 'ଲୋକେ' ଶବ୍ଦ ଇଂରାଜୀ ଲୋକୋମାଟିଭ୍ ବାଗନ୍ ଶବ୍ଦର ସଂକ୍ଷିପ୍ତ ଆକାର ରେଳକମ୍ପାନୀ ରେଳ ଚଳାଇବା ସମ୍ୱନ୍ଧରେ କେତେଗୁଡ଼ିଏ ସ୍ୱତନ୍ତ୍ର ବିଭାଗ ସୃଷ୍ଟ କରି ଭିନ୍ନ ଭିନ୍ନ ବିଭାଗ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟ ବଣ୍ଟନ (Division of labour) କରିଅଛନ୍ତି ତହିଁ ମଧ୍ୟରୁ ଲୋକୋ (Loco) ଗୋଟିଏ ବିଭାଗ; ଏ ବିଭାଗର କାର୍ଯ୍ୟ ରେଲଗାଡ଼ି ବା ଡ଼ବ୍ୱା ଓ ଇଞ୍ଜିନ୍ମାନଙ୍କ ରକ୍ଷଣାବେକ୍ଷଣ, ମରାମତି ଆଦି ଏହିପରି ଯାତ୍ରୀ ଓ ମାଲପତ୍ର ବୋହିବା ବିଭାଗ, ଟ୍ରାଫିକ୍ ବିଭାଗ, ପୋଲ ସଡ଼କ ଇତ୍ୟାଦି ଇଞ୍ଜିନିୟରିଙ୍ଗ୍ ବିଭାଗ, ଜିନିଷପତ୍ର ଜଗିବା ବା ବାଚ୍ ଆଣ୍ଡ ବାର୍ଡ୍ ବିଭାଗ, ରେଳ୍ ପୁଲିସ୍ ବିଭାଗ, ଏହିପରି ଅନେକ ବିଭାଗ ରହିଅଛି ଏହି ଲେକୋ ବିଭାଗସମ୍ୱନ୍ଧୀୟ ଅନେକଗୁଡ଼ିଏ ଲୋକୋ ଶବ୍ଦଯୁକ୍ତ ବିଦେଶୀ ଶବ୍ଦ ଭାଷାରେ ଚଳିଗଲେଣି ଯଥା — loco workshop= ଲୋକୋ ବିଭାଗର କାରଖାନା; Loco fireman=ଲୋକୋ ବିଭାଗୀୟ ଇଞ୍ଜିନ— ମାନଙ୍କରେ ନିଅଁ ଦେବା, ଲୋକ; =ଲୋକୋ ବିଭାଗ ପାଇଁ ଦରକାରି କୋଇଲା;
Loco Department=ଲୋକୋ କାର୍ଯ୍ୟବିଭାଗ; Loco Engineer=ଲୋକ ବିଭାଗର ଇଞ୍ଜିନିଅର; Loco Superintendent=ଲୋକୋ ବିଭାଗର ଅଧ୍ୟକ୍ଷ; Loco shed= ଲୋକୋ ବିଭାଗର ଚାର୍ଯରେ ଥିବା ରେଳଗାଡ଼ିମାନ ରହିବା ଘର