Jump to content

ଲୋକୋକ୍ତି

ଉଇକିଅଭିଧାନ‌ରୁ

ଲୋକୋକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠୀ ତତ୍)

[ସମ୍ପାଦନା]
୧. ପ୍ରବଚନ (ହିନ୍ଦୀ - ଶ.) — ୧. Proverb; popular saying (Apte),
୨. ଜନମତ; ଲୋକମତ —୨. Public opinion; common talk (Apte).
୩. କାବ୍ୟମାନଙ୍କାର ବିଶେଷ —A figure of speech.

[ଦ୍ରଷ୍ଟବ୍ୟ —ଏଥିରେ ପ୍ରବଚନମାନ ପ୍ରୟୋଗ ପୂର୍ବକ ରଚନାକୁ ଜନପ୍ରିୟ କରା— ଯାଏ ହିନ୍ଦୀ - ଶ.]