ଲୋକୋତ୍ତର
ଦେଖଣା
ଲୋକୋତ୍ତର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(୫ମୀ ତତ୍; ଲୋକରୁ ଉତ୍ତର= ଅତୀତ)
[ସମ୍ପାଦନା]- ୧. ଲୋକ ସାମାନ୍ୟ; ଲୋକାତୀତ; ଅଲୈକିକ; ଅସାଧାରଣ; ଯାହା ସାଧରଣତଃ ଦେଖା ଯାଏ ନାହିଁ — ୧. Extra-ordinary; uncommon; unusual; unparallelled.
- ୨. ଲୋକମାନଙ୍କ ମଧ୍ୟରେ ଶ୍ରେଷ୍ଠ ୨. Excellent amongst men.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲୋକମାନଙ୍କ ମଧ୍ୟରେ ଶ୍ରେଷ୍ଠ ବ୍ୟକ୍ତି; ଅସାଧାରଣ ବ୍ୟକ୍ତି — A superman; an extra-ordinary person; a paragon.