Jump to content

ଲୋକ କଣ୍ଟକ

ଉଇକିଅଭିଧାନ‌ରୁ

ଲୋକ କଣ୍ଟକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ)

[ସମ୍ପାଦନା]
୧. ସମାଜର ହାନିକାରକ ବ୍ୟକ୍ତି ୧. Atroublesome or wicked person; the curse of mankind (Apte)
୨. ରାବଣ — ୨. An epithet of Rābaṇa (Apte).

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସମାଜର ହାନିକାରକ — Injurious to the society.