ଲୋକ ଗଣନା
ଲୋକ ସୁମାରି; ଲୋକ ସଂଖ୍ୟା ସ୍ଥିର କରିବା; କେତେ ମନୁଷ୍ୟ ଅଛନ୍ତି ତାହା ଗଣତି କରିବା —Census. (୩ୟା ତତ୍)—ସାଧାରଣ ଲୋକଙ୍କ ଅଭିମତ —Popular estimation.