Jump to content

ଲୋକ ଚକ୍ଷୁର ଆଗୋଚରରେ

ଉଇକିଅଭିଧାନ‌ରୁ

ଲୋକ ଚକ୍ଷୁର ଆଗୋଚରରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଲୋକେ ଚକ୍ଷୁର ଅନ୍ତରାଳରେ—ଅନ୍ୟରୂପେ]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ମନୁଷ୍ୟଙ୍କୁ ଦେଖା ନ ଯିବ ବା ଲୋକେ ନ ଦେଖିବେ, ଏପରି ଭାବରେ କୌଣସି କାର୍ଯ୍ୟ୍ୟ କରିବା ପ୍ରକାରେ; ଗୋପନରେ —(To do a thing) In secret or away from gaze of the public.