Jump to content

ଲୋକ ନଉକର

ଉଇକିଅଭିଧାନ‌ରୁ

ଲୋକ ନଉକର

ଉଚ୍ଚାରଣ

[ସମ୍ପାଦନା]

ଲୋକନୌକର ଲୋକନସ୍କର ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ଏକର୍ଥକ ସହରର, ସଂସ୍କୃତ - ଲୋକ; ଫାରାସୀ - ନୌକାର)

[ସମ୍ପାଦନା]

ଲୋକବାକ; ଚାକରବାକର; ଲୋକନସ୍କର —Servants and labourers a person's; attendants and servents.