Jump to content

ଲୋକ ପାଳ

ଉଇକିଅଭିଧାନ‌ରୁ

ଲୋକ ପାଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୋକ+ପାଳି ଧାତୁ+କର୍ତ୍ତୃ.ଅ)

[ସମ୍ପାଦନା]
୧. ରାଜ ୧. A king.
୨. ବିଶ୍ୱପାଳ; ପୃଥିବୀର ଆଠ ଦିଗରେ ପୃଥିବୀକୁ ଜଗିଥିବା ଆଠଜଣ ଦେବତା — ୨. Eight Deities considered as the regents of the eight quarters of the earth.

[ଯଥା—ଇନ୍ଦ୍ର,ପୂର୍ବଦିଗର, ଅଗ୍ନି, ଦକ୍ଷିଣ ପୂର୍ବକୋଣର, ଯମ. ଦକ୍ଷିଣଦିଗର, ବରୁଣ,ପଶ୍ଚିମଦିଗର, ସୂର୍ଯ୍ୟ ନୈର୍ଚାତ ବା ଦକ୍ଷିଣ ପଶ୍ଚିମ କୋଣର, ବାୟୁ. ଉତ୍ତର ପଶ୍ଚିମ କୋଣର, କୁବେର. ଉତ୍ତରଦିଗରେ, ଶିବ. ବାସୋମ ବା ଈଶାନ ଉତ୍ତର ପୂର୍ବର ଦିକ୍ପାଳ ଅଟନ୍ତି ]

୩. ଅବଲୋକିତେଶ୍ୱର ବୋଧିସତ୍ୱଙ୍କ ଏକ ନାମ (ହିନ୍ଦୀ - ଶ) —୩. A name of Abalokiteṡwara Buddha.