Jump to content

ଲୋକ ପାଳନ

ଉଇକିଅଭିଧାନ‌ରୁ

ଲୋକ ପାଳନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଜଗତ୍ ପ୍ରତିପାଳନ — ୧. Maintaing the created beings.
୨. ରାଜାଙ୍କଦ୍ୱାରା ପ୍ରଜାପାଳନ; ରାଜ୍ୟର ସୁଶାସକ — ୨. The good goverence of people by a king.
୩. ବ୍ରହ୍ମା —୩. Brahmā.
୪. ବିଷ୍ଣୁ —୪. Bishṇu.
୫. ରାଜା —୫. A king.