Jump to content

ଲୋକ ପ୍ରିୟ

ଉଇକିଅଭିଧାନ‌ରୁ

ଲୋକ ପ୍ରିୟ

ଉଚ୍ଚାରଣ

[ସମ୍ପାଦନା]
[ଲୋକପ୍ରିୟା—ସ୍ତ୍ରୀ] 

[ଲୋକ ପ୍ରିୟତା—ବି]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠ ତତ୍)

[ସମ୍ପାଦନା]

ଜନପ୍ରିୟ; ସାଧାରଣଙ୍କର ପ୍ରୀତିଭାଜନ —Beloved of the people; loved by the public; popular.