Jump to content

ଲୋକ ବତ୍ସଳ

ଉଇକିଅଭିଧାନ‌ରୁ

ଲୋକ ବତ୍ସଳ

ଉଚ୍ଚାରଣ

[ସମ୍ପାଦନା]
[ଲୋକ ବତ୍ସଳା—ସ୍ତ୍ରୀ] 

ଲୋକ ବତ୍ସଳତା ଲୋକବାତ୍ସଲ୍ୟ ବି

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ପ୍ରଜାଙ୍କ ପ୍ରତି; ସ୍ନେହଶୀଳ;ପ୍ରଜା—ବତ୍ସଳ — ୧. Loving the subjects loving the people.
୨. ଲୋକ ବନ୍ଧୁ —୨. Philanthropic.

ବିଶେଷ୍ୟ -

[ସମ୍ପାଦନା]

ବିଷ୍ଣୁଙ୍କ ନାମ — Name of Sishṇu.