ଲୋକ ବାକ
ଦେଖଣା
ଲୋକ ବାକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋକ ବାକ
|
ଦେଶଜ - ବିଶେଷ୍ୟ - (ଅନର୍ଥକ ଧ୍ୱନିନୁକାରୀ ୨ୟ ଶବ୍ଦ)
[ସମ୍ପାଦନା]- ୧. ଏକାଧିକ ଲୋକ —୧. Many people.
[ଉ—ଶ୍ରୀଗୁଣ୍ଡିଚା ଜାତ ପ୍ରାୟେ ଦାଣ୍ଡେ ଲୋକବାକ— ମଧୁମଙ୍ଗଳ ]
- ୨. ସଙ୍ଗେ ଥିବା ଏକାଧିକ ଚାକର; ଚାକର ବାକର; —୨. Attendants; retinue; a body of attenants.