Jump to content

ଲୋକ ବାଦ

ଉଇକିଅଭିଧାନ‌ରୁ

ଲୋକ ବାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଲୋକ ପ୍ରବାଦ (ଦେଖ) - ୧. Loka prabāda (See).
୨. ଲୋକାପ—
ବାଦ; ଜନାପବାଦ —୨. Calumny; scadal.

[ଉ—ଏ ଲୋକବାଦ ମହାଭାୟେ କରିବି କେବଣ ଉପାୟେ—ଜଗନ୍ନାଥ.ଭାଗବତ]