Jump to content

ଲୋକ ବ୍ୟବହାର

ଉଇକିଅଭିଧାନ‌ରୁ

ଲୋକ ବ୍ୟବହାର

ଉଚ୍ଚାରଣ

[ସମ୍ପାଦନା]

(ଲୋକ ବୃତ୍ତାନ୍ତ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ଲୌକିକାଚାର — ୧. A popular usage or custom.
୨. ସଂସାରର ରୀତି—ଗତି — ୨. The ways of the world; course of events. (Apte)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସାଧାରଣତଃ ପ୍ରଚଳିତ —Unversally current. (Apte)