Jump to content

ଲୋକ ମଣ୍ଡଳ

ଉଇକିଅଭିଧାନ‌ରୁ

ଲୋକ ମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ସଂସାରମଣ୍ଡଳ; ସମଗ୍ର ପୃଥିବୀ —୧. The whole world.
୨. ଜନସମାଜ —୨. The human society the mankind.
୩. ଲୋକସମୂହ; ଜନତା —୩. A gathering of people.