Jump to content

ଲୋକ ଯାତ୍ରା

ଉଇକିଅଭିଧାନ‌ରୁ

ଲୋକ ଯାତ୍ରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୭ମୀ ତତ୍)ଜୀବନ ଯାତ୍ରା; ସଂସାର ଯାତ୍ରା — ୧. Livelihood
୨. ସଂସାରରେ ଚଳିବା — ୨. Living; course of life; to live, move and have one's being.
୩. (୬ଷ୍ଠୀ ତତ୍) ଶୋଭାଯାତ୍ରା; କୌଣସି ଉତ୍ସବାଦି ଉପଲକ୍ଷେ ବହୁଲୋକଙ୍କ ଏକତ୍ର ଗମନ —A public procession.