Jump to content

ଲୋକ ଶିକ୍ଷା

ଉଇକିଅଭିଧାନ‌ରୁ

ଲୋକ ଶିକ୍ଷା

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବି[୬ଷ୍ଠୀ ତତ୍]

୧. ଲୋକଙ୍କୁ ଉପଦେଶ ଦେବା — ୧. Teaching the people.
୨. ସାଧାରଣ ଲୋକଙ୍କର ବିଦ୍ୟାଶିକ୍ଷା —୨. Popular education; mass education
୩. ଜଣକୁ ଦଣ୍ଡ ଦିଆଯିବାଦ୍ୱାରା ଜନସାଧାରଣଙ୍କ ଶିକ୍ଷା —୩. The lesson learnt by the public by seeing another person's punishment.

[ଦ୍ରଷ୍ଟବ୍ୟ —ରାମଚନ୍ଦ୍ର ପ୍ରତାରଞ୍ଜନାର୍ଥ ସୀତାଙ୍କୁ ନିର୍ବାସନ କରିବଦ୍ୱାରା ଲୋକଶିକ୍ଷା ଦେଲେ ଅପରାଧୀ ଦଣ୍ଡ ପାଇବାର ଉଦାହରଣ ଦେଖିଲେ ଲୋକଶିକ୍ଷା ହୁଏ, ଅର୍ଥାତ୍ ଲୋକେ ସେହି ଉଦାହରଣ ଦେଖି ଶିକ୍ଷାଲାଭ କରନ୍ତି ଯେ, ଅପରାଧ କଲେ ଦଣ୍ଡ ପାଇବାକୁ ହେବ ]