ଲୋକ ସଂଖ୍ୟା
ଲୋକ ସଂଖ୍ୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(୬ଷ୍ଠୀ ତତ)
[ସମ୍ପାଦନା]- ୧. କୌଣସି ସ୍ଥାନର ଅଧିବାସୀଙ୍କର ସଂଖ୍ୟା —୧. The population or number of people of a place.
- ୨. ଲୋକମାନଙ୍କର ସଂଖ୍ୟା —୨. The number of people.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ସ୍ଥାନର ଲୋକ ଗଣନା — Taking the census of a place.
[ଦ୍ରଷ୍ଟବ୍ୟ —୧୯୨୧: ଖ୍ରୀଷ୍ଟାବ୍ଦରେ କରା ଯାଇଥିବା ଲୋକ ସୁମାରିରେ ସ୍ଥୂଳତଃ ହୋଇଥିଲା ଯେ ସମଗ୍ର ପୃଥିବୀର ଲୋକ ସଂଖ୍ୟା ୧୬୭: କୋଟି; ତହିଁ ମଧ୍ୟରୁ ଖ୍ରୀଷ୍ଟିଆନ୍ ୪୧: କୋଟି, ଇହୁଦୀ ୭ କୋଟି, ମୁସଲମାନ୍ ୧୭: କୋଟି, ହିନ୍ଦୁ ୨୧: କୋଟି, ବୌଦ୍ଧ ୩୨: କୋଟି, ଚିନ୍ କନ୍ଫିଉକସ୍ ଓ ତା ଓ ଧର୍ମାଲମ୍ୱୀ ୧୩: କୋଟି, ଯାପନ ସିଣ୍ଟୋ ଧର୍ମାଲମ୍ୱୀ ୧ କୋଟି ଓ ଅନ୍ୟ ଧର୍ମାଲମ୍ୱୀମାନେ ୩୨: କୋଟି
୧୯୩୧: ସାଲର ଜନ ଗଣନା ଅନୁସାରେ ଭାରତର ଲୋକ ସଂଖ୍ୟା ୩୫: କୋଟି ୨୯: ଲକ୍ଷ ୮୭: ହଜାର ୮୭୭: ; ତହିଁ ମଧ୍ୟରୁ ହିନ୍ଦୁ ୨୩: କୋଟି ୯୧: ଲକ୍ଷ ୯୩: ହଜାର ୭୭୫: , ମୁସଲମାନ୍ ୭ କୋଟି ୬୭: ଲକ୍ଷ ୭୧: ହଜାର ୫୪୫: , ଶିଖ୍ ୪୩: ଲକ୍ଷ ୩୫: ହଜାର ୭୭୧: , ଜୈନ୍ୟ ୧୨: ଲକ୍ଷ ୫୨: ହଜାର ୧୫: , ବୌଦ୍ଧ ୧ କୋଟି ୧୨୭: ଲକ୍ଷ ୮୬: ହଜାର ୮୬: , ଟ୍ରାଇବାଲ୍ ବା ଆଦିମଜାତିଆ ୮୩: ଲକ୍ଷ ୯୧: ହଜାର ୬୫: , ଇହୁଦି ୨୪: ହଜାର ୧୪୧: , ଅନ୍ୟାନ୍ୟ ୪ ଲକ୍ଷ ୫୯: ହଜାର ୮୭୩: ଗଡ଼ଜାତବାସିନୀ ଓ ଲାଲା ନଗେନ୍ଦ୍ରକୁମାରଙ୍କ ବିବିଧ ରତ୍ନସଂଗ୍ରହ)]