Jump to content

ଲୋକ ହିତ

ଉଇକିଅଭିଧାନ‌ରୁ

ଲୋକ ହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ମନୁଷ୍ୟସମାଜର ମଙ୍ଗଳ, ଇଷ୍ଟ ବା ଉପକାର —୧. The good of the people.
୨. ବିଶ୍ୱହିତ; ଜଗତର ମଙ୍ଗଳ — ୨. The good world; universalgood.
୩. ସର୍ବସାଧାରଣଙ୍କ ମଙ୍ଗଳ — ୩. Public weal.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଲୋକହିତକର —Beneficial to the mankind (Apte).