Jump to content

ଲୋକ ହିତୈଷଣା

ଉଇକିଅଭିଧାନ‌ରୁ

ଲୋକ ହିତୈଷଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]

ଲୋକମାନଙ୍କର ମଙ୍ଗଳ— କାମନା; ଲୋକହିତ କରିବାର ଇଚ୍ଛା — Desire or wish for public good; public spritit; public—spritedness.