Jump to content

ଲୋକ ହିତୈଷୀ

ଉଇକିଅଭିଧାନ‌ରୁ

ଲୋକ ହିତୈଷୀ

ଉଚ୍ଚାରଣ

[ସମ୍ପାଦନା]
(ଲୋକହିତୈଷୀ—ସ୍ତ୍ରୀ) 

(ଲୋକହିତୈଷିତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠୀ ତତ୍;ଲୋକ+ହିତୈଷିନ୍;୧ମା ୧ବ)

[ସମ୍ପାଦନା]

ଲୋକମାନଙ୍କର ବା ଜନସମାଜର ମଙ୍ଗଳକାମୀ — Wishing public weal; desirous of seeing the peopole benefitted.

ବିଶେଷ୍ୟ -

[ସମ୍ପାଦନା]

ଦେଶହିତୈଷୀ — Patriot; a public spirited person.