Jump to content

ଲୋଚନ

ଉଇକିଅଭିଧାନ‌ରୁ

ଲୋଚନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ଲୋଚ୍ଧାତୁ+କରଣ.ଅନ)

[ସମ୍ପାଦନା]
୧. ନୟନ;ଚକ୍ଷୁଃ —୧. The eye.
୨. (+ଭାବ. ଅନ)— ଦର୍ଶନ; ଦେଖିବା —୨. Seeing; view; looking.
୩. (+କର୍ତ୍ତୃ. ଅନ)—ସୂର୍ଯ୍ୟ —୩. The sun.
୪. (+ଭାବ. ଅନ) ଆଲେଚନା —୪. Criticism; discussion.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଉଜ୍ଜ୍ୱଳକାରୀ —Illuminating; brightening (M.W.),

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — A name given to males.