Jump to content

ଲୋଚନ ଗୋଚର

ଉଇକିଅଭିଧାନ‌ରୁ

ଲୋଚନ ଗୋଚର

ଉଚ୍ଚାରଣ

[ସମ୍ପାଦନା]

[ଲୋଚନ ପଥ,ଲୋଚନ ମାର୍ଗ—ଅନ୍ୟ ବିଶେଷ୍ୟ - ରୂପ]

ସଂସ୍କୃତ - ବିଶେଷଣ -(୬ଷ୍ଠୀ ତତ୍)

[ସମ୍ପାଦନା]
୧. ଯାହା ଦୃଷ୍ଟିର ସୀମା ମଧ୍ୟରେ ଥାଏ; ଦୃଶ୍ୟ —Being within the range of vision; visible.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଦୃଷ୍ଟିର ସୀମା —The range or horizon of the eye (M.W.)