Jump to content

ଲୋଚନ ପ୍ରାନ୍ତ

ଉଇକିଅଭିଧାନ‌ରୁ

ଲୋଚନ ପ୍ରାନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷ୍ଠ ତତ୍)

[ସମ୍ପାଦନା]

ଚକ୍ଷୁର ଶେଷଭାଗ ଚକ୍ଷୁର ଯେଉଁ କାନ ଆଡ଼କୁ ଥାଏ —

The end of the eye, the corner of the eye towards the ear.