ଲୋଚ୍ଚା
ଦେଖଣା
ଲୋଚ୍ଚା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋଚ୍ଚା
|
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଲୁକ୍ଧାତୁ ଗୋପନକରିବା; ସଂସ୍କୃତ - ଲୁଞ୍ଚନ= ସଙ୍କୁଚିତ କରିବା (ମନ୍ଦାର୍ଥ)
[ସମ୍ପାଦନା]- ୧. ଲମ୍ପଟ — ୧. Adulterous; licentious.
- ୨. ନଷ୍ଟ— ଚରିତ୍ର —୨. Immoral.
- ୩. ଗୁପ୍ତପ୍ରଣୟକାରୀ —୩. (a person) Given to secret andillicit amour.
- ୪. ଚାଇଆ —୪. Pilfering.
ବିଶେଷ୍ୟ -
[ସମ୍ପାଦନା]- ୧. ନଷ୍ଟଚରିତ୍ର ବ୍ୟକ୍ତି —୧. A profligate; a wencher.
- ୨. ଚାଇଁ — ୨. A pilferer.