ଲୋଚ ଲୋଭନ
(ଲୋଚନଲୋଭନୀୟ—ଅନ୍ୟରୂପ)
ଲୋଚନଲୋଭନା ଲୋଚନାଲୋଭନାୟାସ୍ତ୍ରୀଲିଙ୍ଗ
ଲାଳସାବର୍ଦ୍ଧକ (ବସ୍ତୁ); ଯାହାକୁ ଦେଖିଲେ ପୁନଃ ପୁନଃ ଦେଖିବାକୁ ମନ କଲେ; ଅତି ସୁନ୍ଦର (ପଦାର୍ଥ) —Ver beautiful or charming; temting to the eye.