Jump to content

ଲୋଟଣି ଖୋସା

ଉଇକିଅଭିଧାନ‌ରୁ

ଲୋଟଣି ଖୋସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବଙ୍ଗାଳି ଆଜୁଡ଼ା; ସ୍ତ୍ରୀ ଲୋକମାନ— ଙ୍କର ଏକପ୍ରକାର ଜୁଡ଼ା; ଯେଉଁ ନିମ୍ନମୁଖ ଜୁଡ଼ା ବେକ ପାଖରେ ଲୋଟୁଥାଏ —A kind of chignon which is so framed as to touch the neck.

(ଉ—ଅଂସ ଅବତଂସ ଲହସା ଖୋଷାକି କୁ— ବେଣୀ ଲୋଟଣି ଜୁଡ଼ାରେ—କବିସୂର୍ଯ୍ୟ. ସଙ୍ଗୀତ )