Jump to content

ଲୋଟର ଲଇ

ଉଇକିଅଭିଧାନ‌ରୁ

ଲୋଟର ଲଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଆମ୍ୱିଳା ଲତା ବିଶେଷ; କାଞ୍ଜି କାଞ୍ଜିଆ— ଲତା —A kindof sour creeper; Vitis Auriculata.

[ଦ୍ରଷ୍ଟବ୍ୟ —ଏହା ତରକାରୀରେ ବ୍ୟବହୃତ ହୁଏ; ଅମ୍ଲବେତସ ପରିବର୍ତ୍ତରେ କବିରାଜମାନେ ଏହାକୁ ଔଷଧରେ ବ୍ୟବସ୍ଥା କରନ୍ତି]