ଲୋଟେଇବା
ଦେଖଣା
ଲୋଟେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ଲୁଣ୍ଠ ଧାତୁ)
[ସମ୍ପାଦନା]- ୧. ଲୋଟିବା କ୍ରିୟାର ଣିଜନ୍ତରୂପ —୨. Causative from of the verb Loṭibā.
(ଉ—ଲୋଟାଅ ତୁମ୍ଭ ପାଦପଦ୍ମରେ ମୋ ମାଥ—କୃଷ୍ଣସିଂହ ମହାଭାରତ ସଭା)
- ୨. ଲୁଟିବା କ୍ରିୟାର ଣିଜନ୍ତରୂପ —୨. Causative from of the verb Luṭibā.