ଲୋଡ଼ନ୍ତା
ଦେଖଣା
ଲୋଡ଼ନ୍ତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲୋଡ଼ନ୍ତା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଖୋଜୁଥିବା; ଅନ୍ୱେଷଣକାରୀ — ୧. Searching; seking after.
[ଉ—ଛାଡ଼ ଛାଡ଼ ସଖି ! ମୁଁ ବଡ଼ ନିର୍ମାଣୀ, କେ ମୋତେ ଲୋଡ଼ନ୍ତା ଅଛି ପ୍ରାଚୀ. ରହସ୍ୟମଞ୍ଜରୀ ]
- ୨. ଯେ ଲୋଡ଼ୁ ଥାଏ; ଯାହାର ଦରକାର ଥାଏ — ୨. Requiring needing.