ଲୋଡ଼ା ଆଣିବା
ଦେଖଣା
ଲୋଡ଼ା ଆଣିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବରଣ କରିବା —୧. To court (Something)
[ଉ—କାପୁରୁଷ ଲୋକେଟି
ସିନା ବିପତ୍ତକି, ଡରିବା ଲୋଡ଼ି ଆଣନ୍ତି ମତିକି କୃଷ୍ଣସିଂହ. ମହାଭାରତ. ବନପର୍ବ ]
ଅନୁବାଦ
[ସମ୍ପାଦନା]ଲୋଡ଼ା ଆଣିବା
|
- ୨. କୌଣସି ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ଆଣିବା — ୨. To bring a person by inviting.