Jump to content

ଲୋତରା

ଉଇକିଅଭିଧାନ‌ରୁ

ଲୋତରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଲୁଳିତରେ)

[ସମ୍ପାଦନା]
୧. ନୋତରା; ଲତପତ; ଲୋସଡ଼ା; ନରମ; ଅତି କୋମଳ —୧. Very soft; yielding to the souch.

[ଦ୍ରଷ୍ଟବ୍ୟ —ଆମ୍ୱ ଆଦି ଫଳ ଅତି ପାଚି ଗଲେ ଲୋତରା ହୋଇଯାଏ ]

୨. ଜୀର୍ଣ୍ଣ —୨. Worn out.
୩. ପତଳି ଚର୍ମା; ଲୁଳିତ (ଚମ) — ୩. Flabby-skinned; having wrinkled or corrugated skin.