ଲୋତରୀ
ଦେଖଣା
ଲୋତରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଲୋତରାର ସ୍ତ୍ରୀଲିଙ୍ଗ — ୧. Feminine of latarā.
- ୨. ବାର୍ଦ୍ଧକ୍ୟ ଯୋଗୁଁ ଯେଉଁ ସ୍ତ୍ରୀର ସ୍ତନ ଓ ଅବୟବାଦିର ଦୃଢ଼ତା ଲୋପ ହୋଇଥାଏ ଓ ଚର୍ମ ଆଦି ଝୁଲି ପଡ଼ିଥାଏ; ପଳିତ ଚର୍ମଯୁକ୍ତା ଓ ଲୁଳିତସ୍ତନା (ସ୍ତ୍ରୀ) —୨. (Woman) Soft-skinned and flabby owing to old age; flabby-breasted and flabby-skinned (old woman).