ଲୋତରେଇବା
ଦେଖଣା
ଲୋତରେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସକର୍ମକ)
[ସମ୍ପାଦନା]ଲୋତରା କରାଇବା — To make plastic.
ଲୋତରେଇବା
ଉଚ୍ଚାରଣ
[ସମ୍ପାଦନା]ଲୋତରା କରିବା,ଲୋତରା କୋତରାକରିବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଲୋତରେଇବା
|
ଦେଶଜ - କ୍ରି—(ଲୋତରିବାର ଣିଜନ୍ତ ରୂପ)
[ସମ୍ପାଦନା]ଲତପତ କରିବା; ପାଚିଲା ଫଳକୁ ହାତଦ୍ୱାରା
ଚିପିଚାପି ଅତି ନରମ କରି ଦେବା; ନସାଇବା —To soften a ripe fruit by repeatedly pressing it with one's fingers.