ଲୋପ
ଦେଖଣା
ଲୋପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ଲୁପ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ନାଶ; ବିନାଶ; ଭ୍ରଂସ — ୧. Spoliation; obliteration; cessation; destruction; annihilation.
- ୨. ଲୟ; ତିରୋଧାନ; ଅନ୍ତର୍ଦ୍ଧାନ; ଲୁଚି ଯିବା —୨. Disappearance; effacement.
- ୩. ଅଭାବ; ଅଦର୍ଶନ —୩. Absence.
- ୪. (ବ୍ୟାକରଣ) ସନ୍ଧି ଆଦିରେ କୌଣସି ଅକ୍ଷରର ତିରୋଧାନ —୪. The elision or obliteration of a letter or syllable.
[ଯଥା—ଅପିଧାନ ଶବ୍ଦର 'ଅ' ଲୋପ ହୋଇ ପିଧାନ ଶବଦ ହୁଏ, ଅବଗାହ ଶବ୍ଦର ଅର ଲୋପ ହୋଇ ବଗାହ ଶବ୍ଦ ହୁଏ]
- ୫. ନଷ୍ଟଖାଦ୍ୟ; ପଚା ମାଂସ —୫. Spoiled or rotten food; rotten meat.