Jump to content

ଲୋପାକ

ଉଇକିଅଭିଧାନ‌ରୁ

ଲୋପାକ

ଉଚ୍ଚାରଣ

[ସମ୍ପାଦନା]
(ଲୋପାକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ—(ଲୋପ=ନାଶ+ବିନଷ୍ଟ ବା ପଚା ମାଂସ+ ଅକ; ଯେ ପଚା ମାଂସ ଖାଏ)

[ସମ୍ପାଦନା]

ଶୃଗାଳ; ବିଲୁଆ — Jackal.