Jump to content

ଲୋପାପତ୍ତି

ଉଇକିଅଭିଧାନ‌ରୁ

ଲୋପାପତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)

[ସମ୍ପାଦନା]
୧. ଅଭାବ ବିଷୟରେ ଆପତ୍ତି ବା ବାଧା —୧. Objection regarding on expunged matter.
୨. କୌଣସି ବସ୍ତୁ ଲୁପ୍ତ ହୋଇ ଅଛି ବା ଲୋପ ପାଇଅଛି ବୋଲି ଆପତ୍ତି କରିବା — ୨. Objection that a matter has been expunged or has become obsolete.