Jump to content

ଲୋପ୍ତ୍ର

ଉଇକିଅଭିଧାନ‌ରୁ

ଲୋପ୍ତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲୁପ୍ ଧାତୁ+କର୍ମ. ତ୍ର)

[ସମ୍ପାଦନା]
୧. ଚୋରା ମାଲ — ୧. Stolen property.
୨. ଡ଼କାଇତି ମାଲ — ୨. Booty, proceeds of a loot.