ଲୋପ୍ୟ
ଦେଖଣା
ଲୋପ୍ୟ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଲୁପ୍ ଧାତୁ+କର୍ମ ଯ)
[ସମ୍ପାଦନା]ଲୁପ୍ତ ହେବା ଯୋଗ୍ୟ — Expungeable; capable of being obliterated.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଲୋପ —Extinction; obliteration.
ଦେଶଜ - ବିଶେଷଣ -
[ସମ୍ପାଦନା]ଲୁପ୍ତ —Extinct.
[ଉ—ସବୁ ଭୂମି କ୍ଷେତ୍ର ଲୋପ୍ୟ ଦେହରେ ପ୍ରାଚୀ. ପରଚେ ଗୀତ]